METRO TV BUREAU
Image

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ



 ସାରା ରାଜ୍ୟରେ ଆଜି ପାଳିତ ହେଉଛି ସ୍ୱାଭିମାନ ଦିବସ କାରଣ ଆଜି ହେଉଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ  ।   ୧୮୪୮ ମସିହାର ଏପ୍ରିଲ ୨୮ ତାରିଖରେ କଟକର ସତ୍ୟଭାମାପୁର ଠାରେ ଏହି ପ୍ରଚଣ୍ଡ ସ୍ୱାଭିମାନୀ ବ୍ୟକ୍ତିଙ୍କ ଜନ୍ମ ହୋଇଥିଲା । ପେଶାରେ ଓକିଲ ହେଇଥିଲେ ମଧ୍ୟ ସବୁ ବେଳେ ସେ ଓଡିଶାର ବିକାଶ ପାଇଁ ଚିନ୍ତା କରୁଥିଲେ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ତାଙ୍କ ସଂଗ୍ରାମ ସବୁଦିନ ପାଇଁ ଅଦ୍ୱିତୀୟ ।