METRO TV BUREAU
Image

ପ୍ରଭାତ ବିଶ୍ୱାଳ ଙ୍କୁ ମିଳିଲା ଜାମିନ |



ଚୌଦ୍ୱାର କଟକ ବିଧାୟକ ପ୍ରଭାତ ବିଶ୍ୱାଳ ଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ୨ମାସ ପାଇଁ ସର୍ତମୂଳକ ଜାମିନ ଦେଲେ ହାଇକୋର୍ଟ | ତଦନ୍ତକରି ଅଧିକାରୀ ଙ୍କ ବିନା ଅନୁମତିରେ ବାହାରକୁ ଯାଇପାରିବେ ନାହିଁ ,ତଦନ୍ତକରି ଅଧିକାରୀ ଙ୍କୁ କରିବେ ସବୁପ୍ରକାର ସହାୟତା | କିଛି ମାସ ପୂର୍ବରୁ ସିସୋର ଲିଙ୍କ ରେ ପ୍ରଭାତ ବିଶ୍ୱାଳ ଙ୍କୁ ଗିରଫ ସିବିଆଇ  କରିଥିଲା | ହେଲେ କିଛିଦିନ ଧରି ତାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା | ସ୍ୱାସ୍ଥ୍ୟଗତ କାରଣରୁ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ | ଅନ୍ତତଃ  ଆଜି ତାଙ୍କୁ ମିଳିଥାଳ ଜାମିନ |