METRO TV BUREAU
Image

ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଭିତିଭୂମି ଲୋକାର୍ପଣ :ମୁଖ୍ୟ ମନ୍ତ୍ରୀ ...



       ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଙ୍କ ଦ୍ୱାରା  ଭିଡିଓ କନ୍ଫରେନ୍ସସିଂ ମାଧ୍ୟମରେ  ସୁକିନ୍ଦା ନିର୍ବାଚନୀ ମଣ୍ଡଳୀର  ବିଭିନ୍ନ  ଭିତିଭୂମି  ଉନୟନ  ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାଶ  କରାଯାଇଛିଗୌରବମୟ  ଉପସ୍ଥିତ ମାନ୍ୟବର ଜଳସମ୍ପଦ ଏବଂ ଗୃହ ନିର୍ମାଣ ମନ୍ତ୍ରୀ  ଶ୍ରୀ ନିରଞ୍ଜନ  ପୂଜାରୀ ,ପୂର୍ତ ଏବଂ ଇସ୍ପାତ ଖଣି ମନ୍ତ୍ରୀ ପ୍ରପୁଲ କୁ ମଲିକଙ୍କ ସହ  ଶ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ ,ମାନ୍ୟବର ସୁକିନ୍ଦା ବିଧାୟକଙ୍କ  ଯୋଗଦାନରେ ଏହି ଉଦଘାଟନ ଉସ୍ଵଭସ୍ତଳି ମାନପୁର ଠାରେ ଆୟୋଜିତ କରାଯାଇଛି  ଆଜି ସନ୍ଧ୍ୟା :୩୦ମିନିଟ ରେ |

ଏଥିରେ  ୧୭.୭୪କୋଟି ଟଙ୍କା ବ୍ୟୟରେ ନିର୍ମିତ  ଲେନ  ବିଶିଷ୍ଟ  ମାନପୁର ରେଳ ଓଭରବ୍ରିଜ  ସହ ୨କୋଟି ୪୨ଲକ୍ଷ  ଟଙ୍କା  ବ୍ୟୟରେ  ନିର୍ମିତ  ମାରଥପୁର  ନିକଟରେ  ଗଣ୍ଡାନାଳ  ଉପରେ  ହାଇଲେଭଲ  ବ୍ରିଜ ଲୋକାର୍ପଣ  କରାଯିବ |ଏହା ସହ  ଶିଳାନ୍ୟାସ ପାଇଁ ୧୦.୫କୋଟି ଟଙ୍କା  ବ୍ୟୟରେ  ସୁକିନ୍ଦା ଠାରୁ ଅଶୋକଝର  ପର୍ଯ୍ୟନ୍ତ ଲେନ ବିଶିଷ୍ଟ ୧୦. କି.ମି . ରାସ୍ତାର ପ୍ରଶସ୍ତିକରଣସୁଦୁଢୀକରଣ ସହ ୧୫. କୋଟି ଟଙ୍କା ବ୍ୟୟରେ , ଏନ ଏଚ ୫୩ ଡ଼ାକବଙ୍ଗଳା  ଛକଠାରୁ  ହାତିବାରୀ ପର୍ଯ୍ୟନ୍ତ  ୧୬ କି.ମି . ରାସ୍ତାର ପ୍ରଶସ୍ତି କରଣ ସହ ସୁଦୃଢ଼ୀକରଣ  କରାଯିବ |